କ୍ୟାନସର ରୋଗୀ ଚିକିତ୍ସା ପାଇଁ ହାତ ବଢ଼ାଇଲେ ଦଶପଲ୍ଲା ତହସିଲଦାର ।

ଦଶପଲ୍ଲା,(ହଲଚଲ୍ ନ୍ୟୁଜ୍)-ଦଶପଲ୍ଲା ବ୍ଳକଅନ୍ତର୍ଗତ ସରିଗଣ୍ଡା ପଞ୍ଚାୟତ ନେଳୁଗୋଡା ଗ୍ରାମର ସାଧୁ ଚରଣ ନାୟକ(ବୟସ23) 3 ବର୍ଷ ଧରି କ୍ୟାନସର ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ସହିତ ସଂଗ୍ରାମ

Read more