ଲଇକେରା ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ଶିବିର

ଝାରସୁଗୁଡା : ଗାନ୍ଧିରାମ ବେହେରା (ହଲଚଲ ନ୍ୟୁଜ) ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ୍ୟଠାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ଅନୁଷ୍ଠିତ ହୋଇଯାଇଅଛି ।

Read more

ଝାରସୁଗୁଡ଼ା ଜାତୀୟ କନ୍ୟା ସପ୍ତାହ “ବେଟି ବଚାଓ ବେଟି ପଢ଼ାଓ” ପାଳନ ପାଇଁ ସାମ୍ବାଦିକ ସମ୍ମିଳନୀ

ଝାରସୁଗୁଡା : ଗାନ୍ଧିରାମ ବେହେରା (ହଲଚଲ ନ୍ୟୁଜ) ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାତୀୟ କନ୍ୟା ସପ୍ତାହ ପାଳନ ଉପଲକ୍ଷେ ଏକ ସାମ୍ବାଦିକ

Read more

ଝାରସୁଗୁଡ଼ା “କିିଶାନ ସମାଜ ପ୍ରଗତିିଶୀଳ ମଞ୍ଚ”ର ୨ୟ ବାର୍ଷିକ ସମାବେଶ ତଥା ବନ୍ଧୁ ମିଳିିନ ଅନୁଷ୍ଠିତ

ଝାରସୁଗୁଡା : ଗାନ୍ଧିରାମ ବେହେରା (ହଲଚଲ ନ୍ୟୁଜ) ଝାରସୁଗୁଡା ଜିିଲ୍ଳା ତୁମ୍ବାଡିହିି ସ୍ଥିତ ଫୁଟବଳ ପଡିଆ ଠାରେ “କିିଶାନ ସମାଜ ପ୍ରଗତିିଶୀଳ ମଞ୍ଚ” ର୨ୟ ବାର୍ଷିକ ସମାବେଶ

Read more

ଝାରସୁଗୁଡ଼ା : ଜାତୀୟ ସମ୍ବଲପୁରୀ ସମ୍ମେଲନର ଦ୍ଵିତୀୟ ଦିନରେ ପଦ୍ମଶ୍ରୀ ହଳଧର ନାଗ ! “ଆମ ଭାଷା ଆମ ଅହଙ୍କାର, ଆମ ଭାଷା ଆମ ଅଳଙ୍କାର”

ଝାରସୁଗୁଡା : ଗାନ୍ଧିରାମ ବେହେରା (ହଲଚଲ ନ୍ୟୁଜ) ଝାରସୁଗୁଡା : ଜାତୀୟ ସମ୍ବଲପୁରୀ ସମ୍ମେଳନ ମହା ଆଡମ୍ବରରେ ପାଳିତ ହେଉଛି । ସମ୍ବଲପୁରୀ ଭାଷା, ସାହିତ୍ୟ, ସଂସ୍କୃତି,

Read more

ଝାରସୁଗୁଡ଼ା : ଜାତୀୟ ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ମେଗା ଆଇନ ସେବା ଶିବିର

ଝାରସୁଗୁଡା : ଗାନ୍ଧିରାମ ବେହେରା (ହଲଚଲ ନ୍ୟୁଜ) ଝାରସୁଗୁଡ଼ା : ଜାତୀୟ ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ମେଗା ଆଇନ ସେବା ଶିବିର ଝାରସୁଗୁଡ଼ାଠାରେ ଅନୁଷ୍ଠିତ ହୋଇଯାଇଛି

Read more

ଝାରସୁଗୁଡ଼ା ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ଝାରସୁଗୁଡା : ଗାନ୍ଧିରାମ ବେହେରା (ହଲଚଲ ନ୍ୟୁଜ) ଝାରସୁଗୁଡ଼ା ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ସକାଶେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଡି.ଏମ୍.ଏଫ ଅଡିଟୋରିୟମରେ

Read more

ସମଲେଶ୍ୱରୀ ଯୁବକ ସଂଘ ଆନୁକୁଲ୍ୟରେ ଶାରୀରିକ ସ୍ବଚ୍ଛତା ଦିବସ ପାଳିତ

ଝାରସୁଗୁଡା : ଗାନ୍ଧିରାମ ବେହେରା (ହଲଚଲ ନ୍ୟୁଜ) ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ ପାକେଲପଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ତେନ୍ତଲାମାଲ ସମଲେଶ୍ୱରୀ ଯୁବକ ସଂଘ ଆନୁକୁଲ୍ୟରେ ଶାରୀରିକ ସ୍ବଚ୍ଛତା

Read more

ଝାରସୁଗୁଡ଼ା : ୩୧ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ଉଦଯାପିତ

ଝାରସୁଗୁଡା : ଗାନ୍ଧିରାମ ବେହେରା (ହଲଚଲ ନ୍ୟୁଜ) ଝାରସୁଗୁଡ଼ା : ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ଝାରସୁଗୁଡ଼ାଠାରେ ଉଦଯାପିତ ହୋଇଯାଇଛି । ଏହି କ୍ରମରେ ଡି.ଏମ୍.ଏଫ ସମ୍ମିଳନୀ

Read more

ୟଙ୍ଗ ଷ୍ଟାର ଚେରୀଟେବୁଲ ଟ୍ରଷ୍ଟର ଦଶମ ପ୍ରତିଷ୍ଠା ଦିବସ ଓ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ଜିଲ୍ଲାସ୍ତରୀୟ ଦେଶାତ୍ମବୋଧକ ଚିତ୍ରାଙ୍କନ ପ୍ରତିଯୋଗିତା

ଝାରସୁଗୁଡା : ଗାନ୍ଧିରାମ ବେହେରା (ହଲଚଲ ନ୍ୟୁଜ) ଝାରସୁଗୁଡ଼ାର ସ୍ବେଚ୍ଛାସେବୀ ସାମାଜିକ ସଂଗଠନ “ୟଙ୍ଗ ଷ୍ଟାର ଚେରୀଟେବୁଲ ଟ୍ରଷ୍ଟ” ର ଦଶମ  ପ୍ରତିଷ୍ଠା ଦିିିବସ ଓ ସାଧାରଣତନ୍ତ୍ର

Read more