ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳଙ୍କ ଦୁର୍ଘଟଣାରେ ମୃତ୍ୟୁ !

ବୌଦ୍ଧ :ଭୁବନେଶ୍ବର ରୁ ଫେରୁଥିବା ବେଳେ ଆଜି ସକାଳ ପ୍ରାୟ ଆଠ ଟା ବେଳେ ସଡକ ଦୁର୍ଘଟଣାରେ ବୌଦ୍ଧର ଅତିରିକ୍ତ ଜିଲ୍ଲାପାଳ ରମାକାନ୍ତ ସେଠୀଙ୍କ ମୃତ୍ୟୁ ଘଟିଛି।

Read more