ଉଜ୍ଜଳା ସାନିଟାରୀର ପ୍ରସ୍ତୁତି ଓ ଯୋଗାଣ ବ୍ୟବସ୍ଥାର ଶୁଭାରମ୍ଭ

ଉଜ୍ଜଳ ସାନିଟାରୀର ପ୍ରସ୍ତୁତି ଓ ଯୋଗାଣ ବ୍ୟବସ୍ଥାର ଶୁଭାରମ୍ଭ ବୋଡ଼େନ,( ଗଣେଶ ଚନ୍ଦ୍ର ବାଗ/ ହଲଚଲ୍ ନ୍ୟୁଜ୍ )-ଆଜି ନୁଆପଡା ଜିଲ୍ଲା ର କୋମନା ବ୍ଲକ  ତରବୋଡ୍ ଠାରେ  ଉଜ୍ଜଳ ସାନିଟାରୀର ପ୍ରସ୍ତୁତି ଓ ଯୋଗାଣ ବ୍ୟବସ୍ଥାର ଶୁଭାରମ୍ଭ ହୋଇଯାଇଛି। ଏଥିରେ ମୁଖ୍ୟଅତିଥିଭାବେ ଭାରତୀୟ ଜନତା ପାର୍ଟି ନୁଆପଡା ଜିଲ୍ଲା ର ମହିଳା ମୋର୍ଚ୍ଚା ର ଶ୍ରୀମତୀ ଜେମାମଣି ପାଣ୍ଡେ ଓ ସମ୍ମାନିତ ଅତିଥିଭାବେ ବିଜେପି ର ଶ୍ରୀ ଅର୍ଜୁନ ଜଗତ ଜଗତ ତଥା L P. G ଜିଲ୍ଲା କୋଡିନେଟର୍ ଶ୍ରୀ ରାଜିବ ବାରିକ , C S C ଜିଲ୍ଲା ମେନେଜର ଶ୍ରୀ ରଥ ବାବୁ, L P G ଗିଆସ୍ ଡିଷ୍ଟିପୁଟର  ରୁଦ୍ର ଦେବ ମାଝୀ ତଥା ସାନିଟାରୀର ନାକପୀନ ର ଡିଲର୍ ଶ୍ରୀ ଶଙ୍କର ତ୍ରିପାଠୀ  ଙ୍କ ସମେତ ଓ ଶତାଧିକ ମହିଳା ଓ ଜନସାଧାରଣ  ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ର ଶୁଭାରମ୍ଭ ସରିଲା ପରେ ପ୍ରଧାନମନ୍ତ୍ରୀ ଙ୍କର ମନ୍ କି ବାତ୍ କାଯ୍ୟକ୍ରମ ମଧ୍ୟ ଶୁଣିଥିଲେ ।