ହଳଦି ମିଶ୍ରିତ କ୍ଷୀରର ଉପକାରିତା

ସାଧାରଣତଃ ଦେଖିବାକୁ ଗଲେ ହଳଦି ସମସ୍ତ କାମରେ ଲାଗିଥାଏ । ହଳଦି ମିଶ୍ରିତ କ୍ଷୀର ପିଇବା ଲାଭ ଦାୟକ । ଳଦି ମିଶ୍ରିତ କ୍ଷୀର ଆମ ଶରୀର ପାଇଁ ଲାଭଦାୟକ । ହଳଦିରେ ଆଂଟିସେପ୍ଟିକ୍ ବା ଆଂଟିବାୟୋଟିକ୍ ଗୁଣ ରହିଥାଏ । ସେହିଭଳି କ୍ଷୀରରେ କ୍ୟାଲସିୟମର ମାତ୍ରା ରହିଥାଏ । ତେବେ ଆସନ୍ତୁ ଜାଣିବା ହଳଦି ମିଶ୍ରିତ କ୍ଷୀରର ପିଇବା ଦ୍ଵାରା କେଉଁ ରୋଗ ଭଲ ହୋଇଥାଏ ।

ହଳଦି ମିଶ୍ରିତ କ୍ଷୀରର ଉପକାରିତା :-

  • ଅତ୍ୟଧିକ ଥଣ୍ଡା ହୋଇଥିଲେ ହଳଦି ମିଶ୍ରିତ କ୍ଷୀର ପିଅନ୍ତୁ , ଦେଖିବେ ବହୁତ ଜଲଦି ଥଣ୍ଡା ଭଲ ହୋଇଯିବ ।
  • ଯଦି ଆପଣଙ୍କୁ ନିଦ୍ରାହୀନତାର ସମସ୍ୟା ଅଛି ଅର୍ଥାତ ରାତିରେ ନିଦ ନହେଉଛି ତେବେ ହଳଦି ମିଶ୍ରିତ କ୍ଷୀର ପିଇବା ବହୁ ଉପକାରୀ ଅଟେ
  • ହଳଦିକୁ ଚୂନରେ ମିଶାଇ ଖଣ୍ଡିଆ ହୋଇଥିବା ସ୍ଥାନରେ ଲଗାଇଲେ ଦରଜ କମ୍ ହୋଇଥାଏ । ସେହିପରି ହଳଦିକୁ କ୍ଷୀରରେ ମିଶାଇ ପିଇଲେ ଶରୀରକୁ ଆରାମ ଦେଇଥାଏ।

 

  • କ୍ଷୀର ପିଇବା ଦ୍ୱାରା ତ୍ୱଚାର ପ୍ରାକୃତିକ ଚମକ ଆସିଥାଏ । ହଳଦିକୁ ବେସନ ସହିତ ମିଶାଇ ତ୍ୱଚାରେ ଲଗାଇଲେ ଉପଯୋଗ କରିପାରିବେ । ଏହା ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଧିକରେ ।
  • କ୍ଷୀରରେ ହଳଦି ମିଶାଇ ପିଇବା ଦ୍ୱାରା ରକ୍ତରେ ସୁଗାର ମାତ୍ରା କମ ହୋଇଥାଏ । କିନ୍ତୁ ଅଧିକ ହଳଦି ଖାଇବା ଦ୍ୱାରା ସୁଗାରର ନିର୍ଦ୍ଧାରିତ ମାତ୍ରା କମ ହେବାର ସମ୍ଭାବନା ମଧ୍ୟ ଥାଏ ।