ମୂଳ ଭାରତୀୟ ରୀତା ବନରଓ୍ବାଲଙ୍କୁ ପରମାଣୁ ଉତ୍ସ ମୁଖ୍ୟ ଭାବେ ଟ୍ରମ୍ପ ନିଯୁକ୍ତ କଲେ ଟ୍ରମ୍ପ ପ୍ରଶାସନ

ଓ୍ବାଶିଂଟନ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପ୍ରଶାସନ ପକ୍ଷରୁ ମୂଳ ଭାରତୀୟ ରୀତା ବନରଓ୍ବାଲଙ୍କୁ ପରମାଣୁ ଉତ୍ସ ମୁଖ୍ୟ ଭାବେ ନିଯୁକ୍ତ କରାଯିବ। ଏହା ପୂର୍ବରୁ ସେ ଓ୍ବେଷ୍ଟିଂହାଉସ୍‌ ଟୋକ୍ଟୋଲୋଜି ଡେଭଲପ୍‌ମେଣ୍ଟ ଆଣ୍ଡ ଆପ୍ଲିକେସନ ବିଭାଗ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ରୀତା ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ସଫଳତାର ସହ କାର୍ଯ୍ୟ କରିଛନ୍ତି।