କାର୍ଯ୍ୟରତ ସାମ୍ବାଦିକ ଙ୍କୁ ଆକ୍ରମଣ ଘଟଣା ନେଇ କଣ୍ଟାବାଞ୍ଜି ସାମ୍ବାଦିକ ସଂଘର ଦୃଢ ନିନ୍ଦା !

କଣ୍ଟାବାଞ୍ଜି,(ହଲଚଲ୍ ନ୍ୟୁଜ୍)-
ଆସନ୍ତା ବୁଧବାର ଦିନ କଣ୍ଟାବାଞ୍ଜି ସାମ୍ବାଦିକ ସଙ୍ଘ ପକ୍ଷରୁ ସ୍ଥାନିୟ ତହସିଲଦାର ଜରିଆରେ ରାଜ୍ୟପାଳ ଙ୍କୁ ଏକ ଦାବି ପତ୍ର ଦେବାର ସ୍ଥିର କରାଯାଇଛି । ସଭାପତି ସୁବାସ ଚନ୍ଦ୍ର ବେହେରା, ଉପସଭାପତି ସୁରଦାସ ବାଗ, ରଶ୍ମି ରଂଜନ ପୁଟେଲ, ସଂପାଦକ ଗୁରୁଦୟାଲ ହଂସ, ଆଶିଷ ଖୈତାନ, ସାନ୍ତନୁ ବିଭାର, ଜଗମୋହନ ତାଣ୍ଡି, ଦୀପକ କୁମାର ଦାସ ଯାଦବ, କୃତିକର ବାଗ, ଆନନ୍ଦ ମୋଟେ, ଛୋଟୁ ସିଂ, ହନି ସିଂ, ହୁଲେଶ୍ୱର ହଂସ, ଅଶୋକ ଭୋଇ, ମନୋଜ ଶର୍ମା, ମୌଜ ଆଧାର ଶର୍ମା, ଶିବ ଶଂକର ବାଗ ପ୍ରମୁଖ ସାମ୍ବାଦିକ ବୌଠକରେ ଉପସ୍ଥିତ ଥିଲେ।