ଆମ ଗାଁ ଆମ ବିକାଶ: ୬ଟି ଜିଲାର ୬ ବ୍ଲକ ପାଇଁ ୧୭.୫୮ କୋଟି ଟଙ୍କାର ପ୍ରଳକ୍ପ ମଞ୍ଜୁର

ଭୂବନେଶ୍ଭର,(ହଲଚଲ୍ ନ୍ୟୁଜ୍)-ଆଜି ଆମ ଗାଁ ଆମ ବିକାଶ ଯୋଜନାରେ ମୁଖ୍ୟମନ୍ତ୍ରୀ ୬ଟି ଜିଲାର ୬ ବ୍ଲକ ପାଇଁ ୧୭.୫୮ କୋଟି ଟଙ୍କାର ପ୍ରଳକ୍ପ ମଞ୍ଜୁର କରିଛନ୍ତି। ଏହି ବ୍ଲକଗୁଡିକ ହେଲା, କଳାହାଣ୍ଡି ଜିଲାର ଲାଞ୍ଜିଗଡ଼, ବଲାଙ୍ଗୀରର ତୁରେଇକେଲା, ସମ୍ବଲପୁରର ରେଙ୍ଗାଲି, କନ୍ଧମାଳର ଟିକାବାଲି, ମୟୂରଭଞ୍ଜର ବହଳଦା ଓ ଗଜପତିର ନୂଆଗଡ଼ ବ୍ଲକ। ଅଦ୍ୟାବଧି ମୁଖ୍ୟମନ୍ତ୍ରୀ ରାଜ୍ୟର ୧୪୫ଟି ବ୍ଲକର ୩୨୯୯ ପଞ୍ଚାୟତ ସହିତ ଆଲୋଚନା ମାଧ୍ୟମରେ ପ୍ରକଳ୍ପ ମଞ୍ଜୁର କରିଛନ୍ତି।

Leave a Reply

Your email address will not be published. Required fields are marked *