କଣ୍ଟାବାଞ୍ଜି ବିଧାୟକଙ୍କ ସିନ୍ଧେକେଲା ଗସ୍ତ:ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀ ଙ୍କୁ ଫଳ ବଣ୍ଟନ ।

ସିନ୍ଧେକେଲା ତା/୧୫/୯(ହଲଚଲ୍ ନ୍ୟୟୁଜ୍ୟ)-ବଙ୍ଗୋମୁଣ୍ଡା ବ୍ଳକ ଅନ୍ତର୍ଗତ ସିନ୍ଧେକେଲା ମିନି ସହର କୁ ତୋଫାନି ଗସ୍ତରେ କଣ୍ଟାବାଞ୍ଜି, ବିଧାୟକ ସନ୍ତୋଷ ସିଂ ସାଲୁଜା ଆସି ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ରେ ଦୀର୍ଘ ବର୍ଷ ରୁ ଲାଗିରହିଥିବା ସମସ୍ୟା ଉପରେ ପରିଦର୍ଶନ କରିଥିଲେ।ପ୍ରଥମ ରେ ସିନ୍ଧେକେଲା ମା ଦ୍ବାରସ୍ନାନୀଙ୍କୁ ଦର୍ଶନ କରି ମନ୍ଦିର ଠାରେ ଥିବା ଭକ୍ତ ମଣ୍ଡପରେବ୍ଲକ ର କଂଗ୍ରେସ କର୍ମୀମାନଙ୍କ ସହିତ ଅଞ୍ଚଳର ସମସ୍ୟାମାନଙ୍କ ଉପରେ ଆଲୋଚନା କରିଥିଲେ।ମୁ
ସିନ୍ଧେକେଲା ଠାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଦୀର୍ଘ
ବର୍ଷ ଧରି ଲାଗି ରହିଛି ଡାକ୍ତର ସମସ୍ୟା । ଫଳରେ ରୋଗୀ ସେବା
ବିପର୍ଯ୍ୟସ୍ତ ଥିବାରୁ ସେ ଗୋଷ୍ଠୀ ସ୍ୱାସ୍ଥ୍ୟ ନେନ୍ଦ୍ର ବୁଲି ଦେଖିଥିଲେ
ଏବଂ କେତେକ ରୋଗୀମାନଙ୍କୁ ପଚାରିବୁଝି ଥିଲେ ମାଗଣା
ରେ ଔଷଧ ମିଳୁଛି କିନାହିଁ।ଆବଶ୍ୟକ ଡାକ୍ତର ଯୋଗା ଦେବାକୁ ଉପସ୍ଥିତ ଜନସଧାରଣ ପ୍ରତିଶ୍ରୁତି ଦେଇ କହି
ଥିଲେ।ଓ ଉନ୍ଦେରନଦୀ ରୁ ସହର କୁ ପାଇପଳାଇନ ଯୋଗେ।ଗ୍ରାମୀୟ ଜଳଯୋଗା ସଂସ୍ଥା ପକ୍ଷରୁ ପାନୀୟ ଜଳ ଯୋଗାଣ କରାଯାଇଛି। ହେଲେ ସମସ୍ତ ବାସିନ୍ଦା ପିଇବା
ପାଣି ଅପହଞ୍ଚ ହେଉଥିଲା ଏହାଦୃଷ୍ଟି ରଖି ମିନିସହର ଠାରେ
।ନିର୍ମାଣ କରାଯାଇଥିଲା ଉଭରହେଡ ଟେଙ୍କ କିନ୍ତୁ ନିର୍ମାଣ
ଦିନଠାରୁ ଅଚଳାବସ୍ଥା ପଡିରହିଛି ଏ ହାକୁ ମଧ୍ୟତୁରନ୍ତ।
ଚାଲୁକାରାଯିବାକୁ ବିଭାଗ ଅଧିକାରୀ ସହିତ ଆଲୋଚନା
କରିଥିଲେ।ଉନ୍ଦେର ନଦୀ ଗର୍ଭରେ ନିର୍ମାଣ ହେଇ ଥିବା
ପ୍ରକଳ୍ପ କୁ ମଧ୍ୟ ଦେଖି ଯାଇଥିଲେ।ସିନ୍ଧେକେଲା ଠାରେ ଲାଗିରହିଥିବା ବିଜୁଳୀ ସମସ୍ୟା ଉପରେ ପରିଦର୍ଶନ କରିଥିଲେ।ଏ ଗସ୍ତରେ କାଳୀନରେ କଂଗ୍ରେସ ନେତା ୟ ଯୋଗ ଦେଇ ଥିଲେ।ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷ ଢ଼଼ଙ୍କ ପ୍ରତିନିଧି ଭୋଳାନାଥ ବେହେରା, ବଙ୍ଗୋମୁଣ୍ଡା ବ୍ଲକ
ସରପଞ୍ଚ ସଂଘ ସଭାପତି ଉପେନ୍ଦ୍ର ମେହେର, ବଙ୍ଗୋମୁଣ୍ଡା
ପଞ୍ଚାୟତ ସରପଞ୍ଚ ସୁସଯୋଶୀ,, ରାଜେଶ ଜୈନ, ଭୁସଲାଡ
ପଞ୍ଚାୟତ ସରପଞ୍ଚ ପ୍ରତିନିଧି ଯୁବରାଜ ବେହେରା, ଭୁଜରାଜ
ପୁଟେଲ, ପିତାମ୍ବର ସୁନା ପ୍ରମୁଖ ଉପସ୍ଥିତ ଥିଲେ।