ରାତି ପାହିଲେ ନୂଆଁଖାଇ:ସୋମବାର ବଜାର ପ୍ରବଳ ଭିଡ, ସାରିଆ ଧାନ ବିଡାକୁ ୧୦/୨୦ ଟଙ୍କା !!


ସିନ୍ଧେକେଲା,(ହଲଚଲ୍ ନ୍ୟୁଜ୍/ଅଭିମନ୍ୟୁ ବେହେରା)-
ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଥାନା ଅନ୍ତର୍ଗତ ଗନ୍ଧଲା
ପଞ୍ଚାୟତ, ଗନ୍ଧଲାଠାରେ ପ୍ରତି ସୋମବାର ସାପ୍ତାହିକ ବଜାର ବସେ।ତେବେ ଚଳିତ ବଜାର ଥିଲା ନୂଆଁଖାଇ
ତିହାରି ହାଟ।ରାତିପାହିଲେ ମହାନ କୃଷି ଭିତ୍ତିକ ଗଣ ପ୍ରର୍ବ
ପାଇ ଲୋକେ ପନିପରିବା, ତେଲ, ଲୁଣ, ଗୁଡ଼ ଚିନୀ, କିଣା
କିଣା ବିକା ,ନୂଆ ଲୁଗା ପଟା, ଖାଲି, ଚାଖନୀ,ଜାଵତ୍ୟ
ନୂଆଁଖାଇ ପାଇଁ କିଣିବା ପାଇଁ ବଜାର ପ୍ରବଳ ଦେଖି ବାକୁ
ମିଳି ଥିଲା।ସବୁଠାରୁ ବଡ ମୁଲ୍ୟବା, ହେଲା ସାରିଆ ଧାନ
ବିଡା୧୦/୨୦ଟଙ୍କା ରେ ବିକ୍ରି ବଟା ହେଇଥିବାଜଣା ଯାଇଛି।
ବିଳମ୍ବ ବୃଷ୍ଟିପାତ ଯୋଗୁଁ ସ୍ଥାନୀୟ ଚାଷୀମାନଙ୍କ ଠାରେ ମିଲିନଥିଲା ନୂଆ ଧାନ।ତେବେ ବିଭିନ୍ନ ପରିବାର ଦରଦାମ
ଥିଲା ଆକାଶ ଛୁଆଁ।ପାତଲଘଣ୍ଟା କିଲୋ ପ୍ରତି୪୦/୫୦ବାଇ
ଗଣ୩୦/୪୦,ସାରୁ କିଲୋ ପ୍ରତି ଦାର ୪୦ ଟଙ୍କା, ପୋଟଳ
୫୦/୬୦ଟଙ୍କା, ବୈତାରୁ ମାଖନ କଟା ଫାଲ,୧୦/୨୦ଟଙ୍କା
କଞ୍ଚା କଦଳୀ କିଲୋ୪୦/୫୦ଟଙ୍କା ଓ ଗୁଡା କିଲୋ ପିଛା
୬୦ଟଙ୍କା ରେ ତିହାରି ହାଟ ରେ ବିକିରି ବାଟ ହେଥିବା
ଜଣା ଯାଇଛି।ସେହିଭଳି ମାଟିପାତ୍ର ସରେଇ ଛୋଟ କୁ୬୦
ଟଙ୍କା, ଦୀପ ଗୋଟିଏ କୁ ୧ଟଙ୍କା, ଧୂପ ଦାନୀ୧୫/ରୁ୨୦ଟଙ୍କା।ତେବେ ଦୁରଦୁରାନ୍ତ ରୁ ତିହାରିବଜାର ପାଇଁ
ହଜାର ହଜାର ଲୋକେ ସୌଦାପାଇ ଆସିଥିବାରୁ ହାଟ
ପ୍ରବଳ ଭିଡଦେଖି ମିଳିଥିଲା।ଖଡ଼ିଆଳ, ଭବାନୀପାଟଣା
କୁ ଯାଇଥିବା ମୁଖ୍ୟ ରାସ୍ତା କେବଳ ଜନ ଗହଳି ଦିନ, ଗୋଟା
ଏ ପର୍ଯ୍ୟନ୍ତ ବଜାର ରାସ୍ତା ଭିଡ ଲାଗି ରହିଥିଲା।ଏଭଳି କି
ଛେଲି, ମେଣ୍ଡି, କୁକୁଡ଼ା ,ବତକ,ପାରା, ର ମଧ୍ୟ ଚାହିଦା ଡେରେ ରହିଥିଲା।