Wesco ର ଅବହେଳା:ଚାଷ ଜମିରେ ଥିବା ବିଦ୍ୟୁତ୍ ଖୁଣ୍ଟରେ କରେଣ୍ଟ,ଚାଷୀ ର ମୃତ୍ୟୁ ,ଗ୍ରାମବାସୀଙ୍କ Wesco ଅଫିସ ସମ୍ମୁଖରେ ବିକ୍ଷୋଭ !

ସୁନ୍ଦରଗଡ଼,(ହଲଚଲ୍ ନ୍ୟୁଜ୍)-ବଣାଇ ନିକଟସ୍ଥ ବଡଗୋଗୁଆ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ଗ୍ରାମର ଶ୍ୟାମଘନ ସାହୁ ନିଜ ଚାଷ ଜମିରେ କାର୍ଯ୍ୟରତ ଥିବା ବେଳେ ଜମି ଉପରେ ଥିବା ଋକ ବିଦ୍ୟୁତ୍ ଖୁଣ୍ଟରେ କରେଣ୍ଟ ଆସିଯିବାରୁ ତାଙ୍କର ମୃତ୍ୟୁ ହୋଇଛି। ଫଳରେ ଗ୍ରାମବାସୀଙ୍କ।ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବା ସହିତ ବିଦ୍ୟୁତ୍ କାର୍ଯ୍ୟାଳୟ ସମ୍ମୁଖରେ ବିଭାଗୀୟ ଅବହେଳା ଯୋଗୁଁ ଶ୍ୟାମଘନ ର ମୃତ୍ୟୁ ହୋଇଥିବା ଅଭିଯୋଗ କରି କ୍ଷତିପୂରଣ ଦାବୀ କରିଥିଲେ।

Loading…