ଚୀନ ରେ “ଲେକିମା” ର ଉତ୍ପାତ:୧୩ ଜଣଙ୍କର ମୃତ୍ୟୁ

ବେଜିଂ:ଚୀନ ର ପୂର୍ବତଟରେ ଚକ୍ରବାତୀ ତୋଫାନ “ଲେକିମା” ଆସିବାରୁ ଆଜି ୧୩ ଜଣଙ୍କର ମୃତ୍ୟୁ ହୋଇଛି। ଆଉ ୧୬ ଜଣ ନିଖୋଜ ଥିବାର ଜଣାପଡିଛି।ତୋଫାନ ର ପ୍ରଭାବରେ ପ୍ରବଳ ପବନ ଓ ବର୍ଷା ଆସିବା ଯୋଗୁଁ ହଜାର ହଜାର ଗଛ ଉପୁଡି ପଡିଛି। ବିଜୁଳୀ ବ୍ୟବସ୍ଥା ବିଛିନ୍ନ ହୋଇପଡିଛି।ମ୍ୟାମାର ରେ ଭୂସ୍ଖଳନ ହେବାରୁ ୨୨ ଲୋକ ଙ୍କ ମୃତ୍ୟୁ ହୋଇଥିବା ବେଳେ ୪୭ ଜଣ ଆହତ ଏବଂ
ଶତାଧିକ ନିଖୋଜ ଥିବାର ଖବର ମିଳିଛି।
Loading…