ମସ୍କୋ:ରକେଟ୍ ପରୀକ୍ଷଣ ସମୟରେ ବିସ୍ଫୋରଣ ଘଟି ୫ ପରମାଣୁ ବୈଜ୍ଞାନିକଙ୍କ ମୃତ୍ୟୁ,୯ ଗୁରୁତର !

ମସ୍କୋ:ରୁଷ ର ନ୍ୟୁନୋସ୍କୋ ଠାରେ ରକେଟ୍ ପରୀକ୍ଷଣ ସମୟରେ ବିସ୍ଫୋରଣ ଘଟି ୫ ପରମାଣୁ ବୈଜ୍ଞାନିକ ଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ରୁଷ ର ନ୍ୟୁକ୍ଲିୟର କମ୍ପାନୀ ରୋସାତୋମ ର କହିବା ଅନୁସାରେ ରକେଟ୍ ର ଲିକ୍ବିଡ୍ ପ୍ରୋପେଲେଣ୍ଟ ଇଞ୍ଜିନ୍ ର ପରୀଁଣ ସମୟରେ ଏହା ଘଟିଛି। ବୈଜ୍ଞାନିକ ମାନେ ଆଇସୋଟୋପ ଜରିଆରେ ପ୍ରପୁଲ୍ଷନସିଷ୍ଟମ୍ କୁ ଚଲାଇବାକୁ ଚେଷ୍ଟା କରୁଥିଲେ। ତେବେ ଏହି ବିସ୍ଫୋରଣ ଯୋଗୁଁ ଆର୍ଖନଗେଲ୍ସକ ଏବଂ ସେବେରୋଦ୍ଦିସ୍କ ସହରରେ ରେଡିଏସନ୍ କୁ ନେଇ ଆତଙ୍କ ଖେଳିଯାଇଛି।
Loading…