ବ୍ରିଜ୍ କାମରେ ଠିକାସଂସ୍ଥାର ଖାମଖିଆଳୀ,ସାଧାରଣ ଲୋକେ ହଇରାଣ

ବଙ୍ଗୋମୁଣ୍ଡା,(ହଲଚଲ୍ ନ୍ୟୁଜ )ବଙ୍ଗୋମୁଣ୍ଡା ବ୍ଳକ
ଅନ୍ତର୍ଗତ ଚାନ୍ଦୋତରା-ସିନ୍ଧେକେଲା ମଧ୍ୟରେ ନିର୍ମାଣ ହୋଇ
ଥିବା ଉନ୍ଦେର ନଦୀ ବ୍ରିଜ ଉପରେ  ଠିକା ସଂସ୍ଥା
ଉପରେ ଉଠା ଯାଇ ଥିବାପୋଲ କଲମ ଉଭୟ ଦୁଇଟି ର
ମିଶ୍ରଣ ଫାଙ୍କ ମାନଙ୍କ ରେ ଲୁହା ଏଙ୍ଗଲ ଲଗା ଯାଉଛି।
ବ୍ରିଜ ରେ ପୂର୍ବରୁ ପଡିଥିବା କଂକ୍ରିଟ କୁ ଭାଙ୍ଗି ମରାମତି କାମ ଚାଲିଛି। ନିୟମ ଅନୁଯାୟୀ ରାଜ୍ୟ ରାଜପଥ ଉପରେ କୋଣସି ଠିକା ସଂସ୍ଥା
ମରାମତି କାମ କଲେ, ଦିନ ସାରା ମଧ୍ୟ ରେ ଯେତେକେ
କାମ କରି ହେବ ସେହି ଆକାରେ ମରାମତି ସ୍ଥାନ ଗୁଡିକ କୁ ଭାଙ୍ଗି କାମ କରାଯିବାକୁ ଥିବା ବେଳେ

Loading…

ଅଧିକ ସ୍ଥାନ ରେ
ଭଙ୍ଗା ଯିବା ଦ୍ବାରା ରାତ୍ରି କାଳୀନ ଏବଂ ଦିନବେଳା
ମଧ୍ୟ ରେ  ଭଙ୍ଗା ଯନ୍ତା ରେ ଲୋକେ ପଡି ଦୁଘଟଣାର ଘଟି ବାର ସମ୍ମୁଖିନ ହେବା କୁପଡୁଛି।ବିଭିନ୍ନ ସମୟ ରେପ୍ରଶାସନ
ସତରର୍କତା କରି ସଚେତନ କରାଉଛନ୍ତି।କିନ୍ତୁ ମୁଖ୍ୟ ରାଜ୍ୟ
ରାଜପଥ ଉପରେ ମରଣ ଯନ୍ତା ଗାତ ଖୁଲି ରାସ୍ତାରେକାମ ଚାଲିଛି
ଯାତାୟତ ପଟୁ ଭଲ ଭାବରେ ଡାଇଭର୍ଶନ ସଂକେତ ନାହିଁ। ସାମାନ୍ୟ ଧରଣର ଦିଆ ଯାଇଛି।ସକାଳ ପାହିଲେ ହଜାର ହଜାର ଜନ ସାଧାରଣ ପାଦରେ ଚାଲି,  ସାଇକେଲରେ
କିଏ ମଟର ସାଇକେଲ ରେ ଟିଟିଲାଗଡ଼ ,କଣ୍ଟାବାଞ୍ଜି ,ଖଡ଼ିଆଳ, ଭବାନୀପାଟଣା ,ଏବଂ ଜିଲ୍ଲା ସଦର ମହକୁମା ବଲାଙ୍ଗୀର ଓ ସିନ୍ଧେକେଲା କୁ ବିଭିନ୍ନ କାମ ସକାଶେ ଆସିଥାନ୍ତି ଓ ଭାରୀ ଯାନ ଚଳାଚଳ କରୁଛି ।ତେବେ ଏଦିଗରେ ପ୍ରଶାସନ
ଦୃଷ୍ଟି ଦେବାକୁ ଦାବୀ ହେଉଛି।