ଶିଆଳି ବେଳାଭୂମିରେ ବିଜେପି ଯୁବମୋର୍ଚ୍ଚା ର ବୈଠକ !

ଜଗତସିଂହପୁର. (ଶୁସାନ୍ତ ମହାନ୍ତି /ହଲଚଲନ୍ୟୁଜ) :-ଜଗତସିଂହପୁର ଜିଲ୍ଲା ଏରସମା ବାଲିକୁଦା ବ୍ଲକ ଅନ୍ତର୍ଗତ ଶିଆଳି ବେଳାଭୂମିରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ଗୁପ୍ତ ବୈଠକ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକ ରେ ଜିଲ୍ଳା ପ୍ରମୂଖ ମନୋଜ କୁମାର ଶୁକ୍ଲା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ଯକ୍ରମରେ ମୁଖ୍ଯ ଅତିଥି ଭାବେ ରାଜ୍ଯ ଉପସଭାପତି ସତ୍ୟବାଦୀ ଚାଇଁନି. ରାଜ୍ଯ ସଦସ୍ୟତା ସହ ପ୍ରମୂଖ ଦୀପକ ଗୋଛାଏତ. ସଂସଦିଅ କ୍ଷେତ୍ରର ପ୍ରଭାରୀ ଶୁକାନ୍ତ ବିଶ୍ଵାଳ. ଜିଲ୍ଳା ସମ୍ପାଦକ ଦେବଦର୍ଶନ ରାୟ ଜେନେରାଲ ସେକ୍ରେଟେରୀ ମୋହିତ ମହାନ୍ତି ପ୍ରମୂଖ ଯୋଗଦେଇ ୟୁବକ ସଦସ୍ୟତା ଗ୍ରହଣ ସହିତ କଲେଜ ପଢୁଆ ପିଲାଙ୍କ ଭବିଷ୍ୟତ ଦୃଷ୍ଟି ରୁ ସେମାନଂକୁ ପ୍ରାଧ୍ୟାନ ଦେବାପାଇଁ ଆଲୋଚନା କରିଥିଲେ I କାର୍ଯ୍ୟକ୍ରମ କୁ ତାପସ କୁମାର ନାୟକ. ଅଶ୍ଵିନି ସ୍ଵାଇଁ. ସମ୍ପଦ୍ ସ୍ଵାଇଁ. ପ୍ରମୂଖ ପରିଚାଳନା ରେ ସହଯୋଗ କରିଥିଲେ l ଶେଷରେ ମଣ୍ଡଲ ସଭାପତି ଧନ୍ଯବାଦ ଅର୍ପଣ କରିଥିଲେ l

Loading…