ରେଙ୍ଗାଲି:ବିଜେଡି ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ !

ରେଙ୍ଗାଲି:(ସନ୍ଦୀପ ଶର୍ମା)-ବିଜେଡି ପକ୍ଷରୁ ମିଶ୍ରଣ ପର୍ଵ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଜେଡି ବ୍ଲକ୍ ସଭାପତି ଅଶୋକ ଗୁରୁଙ୍କ ନେତୃତ୍ୱରେ ଅନୁଷ୍ଠିତ ସଭାରେ ପଯ୍ୟବେକ୍ଷକ ରବି ନାରାୟଣ ପାଣି,ପୂର୍ବତନ ବିଧାୟକ ନବ ଦାସ,ରେଙ୍ଗାଲି ଵିଧାୟକ ରମେଶ ପଟୁଆ,ଏମ.ବି.ସତ୍ୟନ୍,ଶ୍ରମିକ ନେତା ରାଜକିଶୋର ଜେନା,ନାରୟଣ ଶର୍ମା ପ୍ରମୁଖ୍ୟ ମଞ୍ଚାସିନ ଥିଲେ,ଏହି ଅବସରରେ କଂଗ୍ରେସ ଓ ବିଜେପି ନେତା ଓ କର୍ମୀ ବିଜେଡିରେ ମିଶିଲେ ,ମିଶିଥିବା ବ୍ୟକ୍ତିମାନେ ହେଲେ ରେଙ୍ଗାଲି ବ୍ଲକ୍ ଉପାଧ୍ୟକ୍ଷ ସତ୍ୟନାରୟଣ ଅଗ୍ରୱାଲ,ଜୋନ୍ ୧ ସଭାପତି ମହେନ୍ଦ୍ର ଓରାମ,ସାଲ୍ଡ଼ ପୂର୍ବତନ ସରପଞ୍ଚ ଦୟାସାଗର ଭେଁସାଲ,ସଂଜୀବ ମିଶ୍ର,ତୁଳସୀ ଓରାମ,ରେଙ୍ଗାଲି ସମିତି ସଭ୍ୟ ସୂର୍ଯ୍ୟ ପାତ୍ର, ସରପଞ୍ଚ ଲକ୍ଷ୍ମୀ ଓରାମ,ପିଣ୍ଟୁ ବେହେରା,ଚିନ୍ତା ବାଗ,ଲଲିତ ସାହୁ, ଲପଙ୍ଗା ସରପଞ୍ଚ ପ୍ରଶାନ୍ତ ଗୁରୁ,ସମିତି ସଭ୍ୟ ସରସ୍ୱତୀ ନେଟି ଦିଲୀପ ବିଶ୍ୱାଳ,ଭଗବାନ ଓରାମ,ତୁଳସୀ ଓରାମ,ବିକ୍ରମ କେଶରୀ ଚୋହାଂନ୍,ଏମାନେ ପ୍ରାୟ ୫୦୦ ରୁ ଉର୍ଧ୍ୟ ବିଜେଡି ରେ ଯୋଗଦେଲେ ସଭା ଶେଷରେ ଜୋନ୍ ୧ ର ପଞ୍ଚାୟତ କର୍ମୀ ସଭା କରାଯାଇଥିଲା