ଢେଙ୍କାନାଳ: ୧୬ଶ ତମ ବାର୍ଷିକ ମହାଯଜ୍ଞ ଓ ଚାରଣ ଉତ୍ସବ !

ଢେଙ୍କାନାଳ,(ଶୁଭମ୍ ପାଣି)-ସ୍ଥାନୀୟ ବଣସିଂହ ଶ୍ରୀ ଶ୍ରୀ ଦଧିବାମନ ଜୀଉ ମନ୍ଦିର ପ୍ରାଙ୍ଗଣ ଠାରେ ୧୬ଶ ତମ ବାର୍ଷିକ ମହାଯଜ୍ଞ ଓ ଚାରଣ ଉତ୍ସବ ଅନୁୁୁ୍ଷଠିତ ହେଉଅଛି। ଏହା ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ।ଏଠାରେ ପ୍ରତ୍ୟହ ଆଧ୍ୟାତ୍ମିକ ଚେତନାର ବିକାଶ , ଭାଗବତଧର୍ମ ର ପ୍ରଚାର ପ୍ରସାର ତଥା ମହାପ୍ରଭୁଙ୍କ ଶରଣାପନ୍ନ ହେବା ଏହି ଯଜ୍ଞର ମୂଳଲକ୍ଷ୍ୟ।