ମେକ୍ ମାଇଁ ବିୟୁଟିର ନୂତନ ଆଉଟଲେଟ୍ ସୋରୂମ ଉଦଘାଟିତ !

ଭୁବନେଶ୍ବର:ମେକ୍ ମାଇଁ ବିୟୁଟିର ନୂତନ ଆଉଟ୍ଲେଟ୍ ସୋରୂମ ସାମନ୍ତରାପୁର ଛକଠାରେ ଉଦ୍ଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଇଣ୍ଡିଆନ୍ ଅଏଲର ଇଡି ପିସି ଚୌବେ, ସମ୍ମାନୀୟ ଅତିଥି ଭାବେ ଉମେଶ ଚନ୍ଦ୍ର ଜେନା ଯୋଗ ଦେଇ ଉଦ୍ଘାଟନ କରିଥିଲେ । ଏଠାରେ ଅତ୍ୟାଧୁନିକ ଉପାୟରେ ଉଭୟ ପୁରୁଷ ଓ ମହିଳାଙ୍କ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବିଭିନ୍ନ ସେବା ଦେବା ଯୋଗାଇ ଦିଆଯିବ ବୋଲି ଏହାର ଉଦ୍ୟକ୍ତା ଅଶ୍ୱନୀ କୁମାର ଓ ମୋନିକା ପଟ୍ଟନାୟକ ସୂଚନା ଦେଇଛନ୍ତି ।