ସୁନ୍ଦରଗଡ଼:ବଡ଼ଗାଁ ବ୍ଲକ୍ ର ଟିମନା ପଞ୍ଚାୟତରେ ‘ପିଠା’ କାର୍ଯ୍ୟକ୍ରମ ।

ସୁନ୍ଦରଗଡ,(ହଲଚଲ୍ ନ୍ୟୁଜ୍)-ବଡଗାଁ ବ୍ଲକ ଅନ୍ତର୍ଗତ ଟିମନା ଗ୍ରାମପଞ୍ଚାୟତ ଠାରେ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।ସରପଞ୍ଚ ସୁକାନ୍ତି ତିର୍କୀଙ୍କ ସଭାପତି ରେ ଅନୁଷ୍ଠିତ ହୋଇଥିଲାା।ଏଥିରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ । ଏହି ଅବସରରେ ମଧୁବାବୁ ପେନସନ ଯୋଜନାରେ ନଅ ଜଣଙ୍କୁ ଭତ୍ତା ପ୍ରଦାନ କରିଥିଲେ ଓ LED ବଲ୍ ବଣ୍ଟନ କରିଥିଲେ ପଞ୍ଚାୟତର ବିଭିନ୍ନ ଗ୍ରାମର ସ୍ବଂୟ ସହାୟିକା ଗୋଷ୍ଠୀର ମହିଳାମାନେ ପିଠା ପ୍ରଦର୍ଶନ କରିଥିଲେ।ବ୍ଲକ୍ ସ୍ତରୀୟ ଅଧିକାରୀ ମାନେ ଉତ୍ସବରେ ଯୋଗ ଦେଇଥିଲେ।