ଝାରସୁଗୁଡ଼ା: ସିରିଆପାଳି ଠାରେ ମର୍ମନ୍ତୁଦ ଦୁର୍ଘଟଣା: ଟ୍ରକ୍ ଓ ବାଇକ୍ ମୁହାଁମୁହିଁ ଧକ୍କା , ଘଟଣା ସ୍ଥଳରେ ବାଇକ୍ ଆରୋହୀ ମୃତ!

ଝାରସୁଗୁଡ଼ା: ସିରିଆପାଲି ଠାରେ ମର୍ମନ୍ତୁଦ ଦୁର୍ଘଟଣା !ଟ୍ରକ୍ ଓ ବାଇକ୍ ମୁହାଁମୁହିଁ ଧକ୍କା ହେେବାରୁ ଘଟଣା ସ୍ଥଳରେ ବାଇକ ଆରୋହୀ ର ମୃତ୍ୟୁ ହୋଇଛି। ଟ୍ରକ ଡ୍ରାଇଭର ଫେରାର ହୋଇଯାଇଛି।