ବିବାହ ଭୋଜି ପାଇଁ ଯାଇ ଫେରୁଥିବା ଟାଟା ଏସି ଦୁର୍ଘଟଣାଗ୍ରସ୍ତ:ଜଣକର ମୃତ୍ୟୁ,୪ଗୁରୁତର

ଓଘଟଣାସ୍ଥଳରେ ରାମ ଭୋଇ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଓ ୨୫ ରୁ ତିରିଶି ଜଣ ଆଘାତ ହୋଇଛନ୍ତି । ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଟିଟିଲାଗଡ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗାଡି ଚାଲାକ ଘଟଣାସ୍ଥଳରୁ ଚମ୍ପଟ ମାରିଛି ।