ଝାରସୁଗୁଡା:ଡି.ଏ.ଭି ପବ୍ଲିକ ସ୍କୁଲର ଛାତ୍ରୀ ଇଶା ପୁରୋହିତ ରାଜ୍ଯ  ସ୍ତରୀୟ ଡ୍ରଇଂ ପ୍ରତିଯୋଗିତାରେ ଦ୍ବିତୀୟ !

ଝାରସୁଗୁଡ଼ା ଡି.ଏ.ଭି ପବ୍ଲିକ ସ୍କୁଲର ଛାତ୍ରୀ ଇଶା ପୁରୋହିତ ରାଜ୍ଯ  ସ୍ତରୀୟ ଡ୍ରଇଂ (ବରିଷ୍ଠ ବର୍ଗ) ପ୍ରତିଯୋଗିତାରେ ଦ୍ବିତୀୟ ସ୍ଥାନ ଅଧିକାର କରି ଝାରସୁଗୁଡ଼ା ଜିଲ୍ଲାର ସମସ୍ତଙ୍କ ପାଇଁ  ଗୌରବ ଓ ପ୍ରେରଣାର ସ୍ରୋତ ପାଲଟିଛନ୍ତି ।