ନୂଆ ଦିଲ୍ଲୀ : ମେଟ୍ରୋ ହସ୍ପିଟାଲରେ ଅଗ୍ନିକାଣ୍ଡ !

ନୂଆ ଦିଲ୍ଲୀ : ନୂଆ ଦିଲ୍ଲୀ ର ନୋଏଡ଼ାରେ ଏକ ମୋଟ୍ରୋ ହସ୍ପିଟାଲରେ ଲାଗିଛି ନିଆଁ । ସେଥିରେ ଅନେକ ରୋଗୀ ଓ ଲୋକମାନେ ଫସି ରହିଛନ୍ତି । ସୂଚନା ଅନୁଯାୟୀ ସେଠାରେ କାଚ ଭାଙ୍ଗି ଲୋକମାନଙ୍କୁ ଉଦ୍ଧାର କରାଯାଉଛି । ଦମକଳ ବାହିନୀ ସେଠାରେ ପହଞ୍ଚି ନିଆଁକୁ ଆୟତରେ କରିବାରେ ଲାଗିଛି ।