❤ଫଗୁନ ଆର କେତେ ଦୂରେ❤ଫିରୋଜ କୁମାର ପଟେଲ

❤ଫଗୁନ ଆର କେତେ ଦୂରେ❤

ନିଲିଆ ଆକାଶେ ଚିରେଇ ନନୀ
କିଚିର ମିଚିର କରେ
ଖାଇ କରି ରାସଲ ଫୁଲ
କୁଇଲି ଗାଏଲାନ ସୁରେ
ଫଗୁନ ଆର କେତେ ଦୁରେ ।

ହଲି ହଲି କରି ଫୁଲର ଡାହି
ମଳୟ ଧୁକା କେ ନୁରେ
କୁଚି ଧରା ମହୁଲ ଗଛୁ
ମହୁଲ ଫୁଲ ଝରେ
ଫଗୁନ ଆର କେତେ ଦୂରେ ।

ଗଛ ଦେଇ କରି ପତର ଝରା
କଅଁଲି ପତର ପାରେ
ସାତ ରଙ୍ଗୀ ପରକୁତି ରାନୀ
ହୁଲି କେ ଡାକ ମାରେ
ଫଗୁନ ଆର କେତେ ଦୂରେ ।

ହେତେଇ ହେତେଇ ମୁନୁଷ ମନ
ଋତୁ ରାଜକେ ଝୁରେ
ଶୀତ ପାହାରଖିଆ ଇ ଜୀବନ
କେନ୍ତା ଆର ଦମ ଧରେ
ଫଗୁନ ଆର କେତେ ଦୂରେ ।
@ଫିରୋଜ କୁମାର ପଟେଲ
ଅବନକେଲା ,ସୁନ୍ଦରଗଡ଼-19
ଅଧ୍ୟାପକ,ପଦାର୍ଥ ବିଜ୍ଞାନ
ପ୍ରୟାସ ଡ଼ିଗ୍ରୀ କଲେଜ,ସୁନ୍ଦରଗଡ଼
ମୋ-9777632330