ମୌନି ରଏଙ୍କୁ ଜନ ଆବ୍ରାହମଙ୍କ ନୂଆ ସିନେମା ରୋମିଓ ଆକବର ୱାଲ୍ଟରେ ଦେଖିବାକୁ ମିଳିବ !

ଟେଲି ଅଭିନେତ୍ରୀ ମୌନି ରଏଙ୍କୁ ଜନ ଆବ୍ରାହମଙ୍କ ନୂଆ ସିନେମା ରୋମିଓ ଆକବର ୱାଲ୍ଟରେ ଦେଖିବାକୁ ମିଳିବ । ଏହି ସିନେମାରେ କାହାଣୀ ୧୯୭୧ ମସିହାରେ ଇଣ୍ଡୋ-ପାକିସ୍ତାନ ଯୁଦ୍ଧର ସତ୍ୟ ଘଟଣା ଉପରେ ଅଧାରିତ । ଜନ ଓ ମୌନଙ୍କ ବ୍ୟତୀତ ଜ୍ୟାକି ଶ୍ରଫ ମଧ୍ୟ ଏଥିରେ ନଜର ଆସିବେ । ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ରବି ଗ୍ରିୱାଲ । ସୂଚନା ଯୋଗ୍ୟ ଫିଳ୍ମ ନିର୍ମାତା ଏପ୍ରିଲ ୧୨ ତାରିଖରେ ଫିଲ୍ମଟିକୁ ରିଲିଜ କରିବାକୁ ଲକ୍ଷ୍ୟ ରଖିଛନ୍ତି ।