ମମତାଙ୍କ ପରେ ଚନ୍ଦ୍ରବାବୁ କରିବେ ବିରୋଧୀ ମୋର୍ଚ୍ଚା ରାଲି

ହାଇଦ୍ରାବାଦ:ମମତା ଙ୍କ ବିରୋଧୀ ଦଳର ୟୁନାଇଟେଡ୍ ରାଲି ର ସଫଳତା ପରେ ଏବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ବିଜେପି ବିରୋଧୀ ମୋର୍ଚ୍ଚା ପାଇଁ ଆନ୍ଧ୍ରପ୍ରଦେଶ ର ରାଜଧାନୀ ଅମରାବତୀ ଠାରେ ଲୋକସଭା ନିର୍ବାଚନ ପୂର୍ବରୁ ବିଶାଳ ରାଲି କରିବାର ଯୋଜନା କରିଛନ୍ତି। ଏହା ଆସନ୍ତା ଫେବୃଆରୀରେ ଆୟୋଜିତ ହେବ ବୋଲି ଜଣାପଡିଛି।